Jump to content

ବୁଝାବୁଝି କରିବା

ଉଇକିଅଭିଧାନ‌ରୁ

ବୁଝାବୁଝି କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବୁଝାସୁଝା କରିବା— ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଉତ୍ତମରୂପେ ବୁଝିବା —୧. To understand well.
୨. କୌଣସି ବିଷୟର ତତ୍ତ୍ୱ ନେବା; ତନଖି କରିବା —୨. To supervise; to make enqiries.

(ଉ—ଏହାଙ୍କୁ ଧରି ସାନ୍ତାଣୀ ସବୁ ମାମଲତ ବୁଝାସୁଝା କରୁଥିଲେ—ଫକୀରମୋହନ. ଗଳ୍ପସ୍ୱଳ୍ପ )