Jump to content

ବୁଝାରତି

ଉଇକିଅଭିଧାନ‌ରୁ

ବୁଝାରତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ହିନ୍ଦୀ - ବୁଝାରତ୍; ସେଟ୍ଲ୍ମେଣ୍ଟ ବିଭାଗର ହିନ୍ଦୀକର୍ମଚାରୀଙ୍କଦ୍ୱାରା ପ୍ରବର୍ତ୍ତିତ ଶଦ୍ଦ)

[ସମ୍ପାଦନା]
୧. ହିସାବ ବୁଝିବା କ୍ରିୟା —୧. The act of examination of an account.
୨. ସେଟଲମେଣ୍ଟର ଅମିନଙ୍କ କାର୍ଯ୍ୟ ଉପରିସ୍ଥ କର୍ମଚାରୀଙ୍କଦ୍ୱାରା ଚେକ୍ ହେବା —୨. The checking of the entries made by the amins by superior officers during settlement operations.