Jump to content

ବୁଝା ବଣା

ଉଇକିଅଭିଧାନ‌ରୁ

ବୁଝା ବଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିପରୀତ—ଅବୁଝାମଣା)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ବିଚାରଣା; ତଦନ୍ତ —୧. Conisderation; enquiry.

(ଉ—ତକ୍ଷଣେ ବୁଝାମଣା କରି, ଶତ୍ରୁ ମଇତ୍ର ସମ ସରି ଭୁପତି, ପ୍ରେମପଞ୍ଚାମ଼ୃତ)

୨. ସୁବିଚାର; ନ୍ୟାୟ ବିଚାର —୨. Just consideration; justice.

(ଉ— କିଛି ବୁଝାମଣା ଥିବ ଗନ୍ଧର୍ବ ହୃଦୟରେ ପ୍ରାଚୀ ଶ୍ରୀଗୁରୁଭକ୍ତି ଗୀତା )

୩. ନିଶାପ; ବିଚାର —୩. Trial.

(ଉ—ଏକା ଆଖିଆ କଣା, ତାର ନାହିଁ ବୁଝାମଣା )

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ନ୍ୟାୟ ବିଚାରକ —୧. Just; righteous.
୨. ସୁବିବେଚକ —୨. Considerate.