ବୁଝେଇବା ସମୁଝେଇବା
ଦେଖଣା
ବୁଝେଇବା ସମୁଝେଇବା
ଉଚ୍ଚାରଣ
[ସମ୍ପାଦନା][ବୁଝାଇବା ସୁଝା(ଜେ)ଇବା—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ବୁଝେଇବା ସମୁଝେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଉତ୍ତମ ରୂପେ ବୁଝାଇବା —୧. To explain clearly.
- ୨. ଉତ୍ତମରୂପେ ସାନ୍ତ୍ୱନା ଦେବା —୨. To console.
[—
x ତାଙ୍କୁ ଅନେକ ପ୍ରକାରେ ବୁଝାଇ ସୁଝାଇ ତୁନି କରାଇଲେ—ଫକୀରମୋହନ. ଛମାଣ ଆଠଗୁଣ୍ଠ ]