ବୁଝେଇ ବାଝେଇ
ଦେଖଣା
ବୁଝେଇ ବାଝେଇ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଝେଇ ବାଝେଇ
|
ବୁଝେଇ ସୁଝେଇ, ବୁଝେଇ ସମଜେଇ—ଅନ୍ୟରୂପ]
ଦେଶଜ - କ୍ରି. ବିଣ—(ବୁଝେଇବା କ୍ରିୟା ଓ ଧ୍ୱନିମୂଳକ ବାଝେଇବା କ୍ରିୟାର ଅସମାପିକାରୂପ)
[ସମ୍ପାଦନା]ବୋଧ ଶୋଧ କରାଇ; ଉତ୍ତମରୂପେ ବୋଧଗମ୍ୟ କରାଇ — By explaining a thing cleary.