Jump to content

ବୁଝ ସମଜ

ଉଇକିଅଭିଧାନ‌ରୁ

ବୁଝ ସମଜ

ଉଚ୍ଚାରଣ

[ସମ୍ପାଦନା]

ବୁଝା(ଜା)ସୁଝା,ବୁଝାସମଝା(ଜା),ବୁଝାସମୁଜା(ଝା),ବୁଝ ବିଚାର,ବୁଝା ସୁଝା(ଜା),ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ଏକାର୍ଥକ ସହଚର)

[ସମ୍ପାଦନା]
୧. ବୋଧସୋଧ; ଉତ୍ତମ ରୂପେ ଅନୁସନ୍ଧାନ —Through enquiry
୨. କୌଣସି ବିଷୟର ତନ୍ନ ତନ୍ନ ବିଚାର — ୨. Thorough consideration.
୩. କୌଣସି ବ୍ୟକ୍ତିକୁ ଉତ୍ତମରୂପେ ବୁଝାଇ କରି ରହିବା —୩. Explaining a matter fully to a person.
୪. ପ୍ରବୋଧ ଦାନ —୪. Consoling.