ବୁଟ
ଦେଖଣା
ବୁଟ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୁଟ
|
ଚଣକ, ହରିମନ୍ଥ, ସକଳପ୍ରିୟାବୁଁଟବୋଣ୍ଟ, ବୋଂଟଅନ୍ୟରୂପ
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂ ବୃନ୍ତ, ପ୍ରା. ବୋଣ୍ଟ)
[ସମ୍ପାଦନା]ସୋଲା; ଚଣା ଜାତୀୟ ଗୋଲାକାର ଶସ୍ୟ —Chickpea; Benga gram; Cicer Arietinum.
[ଦ୍ରଷ୍ଟବ୍ୟ —ଏ ଶିମ୍ୱାଦି ବର୍ଗର କୃଷିଜାତ ଶାକର ଛୁଇଁ ଭିତରୁ ବାହାରିବା ଶସ୍ୟ, ଏହା ରଗଡ଼ା ହେଲେ ଦୁଇଫାଳ ହୁଏ, ଏହା ଡ଼ାଲି ହୁଏ ଘୋଡ଼ାମାନଙ୍କୁ ଏହା ପାଣିରେ ବତୁରେଇ କତରି ଦିଆ— ଯାଏ ଏହାକୁ ଘିଅରେ ବା ତେଲରେ ଭାଦି 'ବୁଟତଲା' କରି ଖାଆନ୍ତି ବୁଟର ଶାଗ ମଧ୍ୟ ଖିଆଯାଏ ଖଞ୍ଚାବୁଟର ଚୁନାକୁ ବେସନ ଓ ଭଜାବୁଟର ଚୂନାକୁ ବୁଟଛତୁ ବୋଲାଯାଏ ବେସନ ସାହାଯ୍ୟରେ ନାନାବିଧ ମିଷ୍ଟାନ୍ନ ପ୍ରସ୍ତୁତ ହୁଏ ବୈଦେଶାସ୍ତ୍ରମତରେ ଏହା ଶୀତବୀର୍ଯ୍ୟ, ରୁକ୍ଷ, ଲଘୁ କଷାୟଭସ, ବିଷ୍ଟମ୍ଭୀ ଓ ଜ୍ୱରନାଶକ ]