Jump to content

ବୁଟା

ଉଇକିଅଭିଧାନ‌ରୁ

ବୁଟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ -(ସଂସ୍କୃତ - ବୃନ୍ତ; ହିନ୍ଦୀ - ବୁଟା, ବୁଣ୍ଟା)

[ସମ୍ପାଦନା]

ଲୁଗାରେ ଛୁଞ୍ଚି ଫୋଡ଼ି ସୂତାରେ ବା ଜରିରେ ତିଆରି ହୋଇ ଥିବା ଛୋଟ ଫୁଲ ବା ଗୋଲ ଗୋଲ ଟିପ ଟିପ ଚିହ୍ନ — Small circular marks or spangles wrought on cloth with the needle.

[ଉ—ଆକାଶ ବାସେ ରୁକ୍ଷ ପନ୍ତି ବୁଟା ପ୍ରାୟେ, ନେତ୍ରକୁ ଦିଶିଲେ ସବୁରି ନର ରାୟେ କୃଷ୍ଣସିଂହ. ମହାଭାରତ ଶଲ୍ୟ ]