Jump to content

ବୁଟି

ଉଇକିଅଭିଧାନ‌ରୁ

ବୁଟି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବଟୀ, ବଟିକା)

[ସମ୍ପାଦନା]
୧. ଔଷଧସ ବଟିକା —୧. Medicinal pill.

[ଉ—ହୋଇଛି ଜୀବନ ମରଣର ବୁଟୀ ରାଧାନାଥ. ଦରବାର ]

୨. ତୁଟୁକା ଔଷଧ —୨. Simple herb.
୩. ଔଷଧ —୩. Medicine; drug.

(ଦ୍ର—ଏ ଶବ୍ଦ ଜଡ଼ି ପରେ ମଧ୍ୟ ସହଚରରୂପେ ବ୍ୟବହୃତ ହୁଏ; ଜଡ଼ି ବୁଟି )

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ବଂଶାଦି ନିର୍ମିତ ପାତ୍ର —A pot made bamboo.