ବୁଟ ଛତୁ
ଦେଖଣା
ବୁଟ ଛତୁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଟ ଛତୁ
|
(ବୁଟ ଛତୁଆ—ଅନ୍ୟରୂପ)
ଦେଶଜ - ବି—(ଓ. ବୁଟ+ସଂସ୍କୃତ - ସତ୍ତ୍ୱ)
[ସମ୍ପାଦନା]ଭଜା ବୁଟ ଚୁରାଯାଇ ପ୍ରସ୍ତୁତ ହୋଇଥିବା ଚୁନା —Flour made from fried gram.
ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -
[ସମ୍ପାଦନା]ଛତ୍ରାକ ବିଶେଷ; ଚାଖଣ୍ଡେ ନାଡ଼ ଓ ବାଟୁଳି ପରି ମୁଣ୍ଡି ଥାଇ ଭୂମି ଭିତରୁ ଉଠିଥିବା ଛତୁ —A kind of mushroom.