ବୁଡ଼
ଦେଖଣା
ବୁଡ଼
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବି—(ସଂସ୍କୃତ - ବୁଡ଼୍ ଧାତୁ ବା ବ୍ରୁଡ଼ ଧାତୁ= ନିମଜ୍ଜନ)
[ସମ୍ପାଦନା]- ୧. ପାଣିରେ ନିମଜ୍ଜନ ପୂର୍ବକ ସ୍ନାନ —୧. A bath by immersion; bath by Plunging tnto water a plunge.
[ଉ—ବୁଡ଼ ବିହି ପରଭୃତ ପରାକୃତ ନାମେ ଭଞ୍ଜ. ବୈଦେହୀଶବିଳାସ ]
- ୨. ନିର୍ଦ୍ଦିଷ୍ଟ ତିଥି ଆଦିରେ ଘଟିବା ସ୍ନାନଯୋଗ; ବାରୁଣୀ ଯୋଗ —୨. An auspicious time for taking a bath in sacred water.
- ୩. ଡ଼ୁବା; ନିମଜ୍ଜନ; ଜଳରେ ଡ଼ୁବିବା —୩. Dipping; immersion; diving.
- ୪. ଜଳରେ ଡୁବାଇ ଦେବା —୪. Drowning.
- ୫. ଖ୍ରୀଷ୍ଟିୟାନଙ୍କର ଦୀକ୍ଷାଗ୍ରହଣର୍ଥ ଡୁବନ —୫. Baptism.