Jump to content

ବୁଡ଼ଣା

ଉଇକିଅଭିଧାନ‌ରୁ

ବୁଡ଼ଣା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବୁଡ଼୍ ଧାତୁ)

[ସମ୍ପାଦନା]
୧. ବୁଡ଼ିବା; ଜଳରେ ଡ଼ୁବି ଯିବା ଅବସ୍ଥା —୧. Immersion.

[ଉ—ବୁଡ଼ଣା ହୋଇଲା ସ୍ଥଳେ; ଅନଳ ଲାଗିଲା ଜଳେ, ଅନିଳ ପାଶେ ବନ୍ଧନ ହୋଇ ଯେ ଭଞ୍ଜ. ବୈଦେହୀଶବିଳାସ ]

୨. ବଢ଼ି; ବନ୍ୟା —୨. Flood; inundation.

ଦେଶଜ - ବିଶେଷଣ -

[ସମ୍ପାଦନା]

ବୁଡ଼ିଯିବା ଭଳି ଗଭୀରତା ଯୁକ୍ତ (ଜଳ) —(Water) Having the depth of more than a man's height.

(ଉ—ବୁଡ଼ଣାନୀରେ, ପଡ଼ି ଲାଜରେ ଦୃଢ଼ ଆୟୁଷୁଁ ଜୀଇଁ ଭଞ୍ଜ. ବୈଦେହୀଶବିଳାସ)