Jump to content

ବୁଡ଼ାଇ ମାରିବା

ଉଇକିଅଭିଧାନ‌ରୁ

ବୁଡ଼ାଇ ମାରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜଳରେ ନିମଜ୍ଜିତ କରି ପ୍ରାଣ ନାଶ କରିବା —୧. To kill a person by drowning .
୨. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର ବିନାଶ ସାଧନ କରିବା — ୨. (figurative) To cause the ruin of a perosn.



ବୁଡ଼ାଇ ମାରିବା

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ପାଣିରେ ବୁଡ଼ାଇ କରି କୌଣସି ଜୀବକୁ ମାରି ପକାଇବା
୨. (ଲକ୍ଷଣାର୍ଥ) କୌଣସି ଲୋକ ନାମରେ ମିଛ ସତ ଲଗାର କରି କହି ତାର ଅନିଷ୍ଟ କରିବା ବା ତାକୁ ଅଗବାଦଗ୍ରସ୍ଥ କରିବା