ବୁଡ଼ାଏ ପାଣି
ଦେଖଣା
ବୁଡ଼ାଏ ପାଣି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼ାଏ ପାଣି
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ମନୁଷ୍ୟର ବା ଅନ୍ୟ ଜୀବର ବୁଡ଼ିଯିବା ପରିମିତି ଗଭୀର ଜଳ —୧. Water which is beyond the depth of a man of other animals; water suifficient to drown a person or animal.
[ଦ୍ରଷ୍ଟବ୍ୟ —ଏହିପରି ବଳାଗଣ୍ଠିଏ, ଆଣ୍ଠୁଏ, ଅଣ୍ଟାଏ, ପେଟେ, ଛାତିଏ, ବେକେ , ତୁଣ୍ଡୁଳାଏ, ନାକେ ଓ ତାଳେ ପାଣି ବୋଲି କୁହାଯାଏ ମନୁଷ୍ୟ ବୁଡ଼ି ଯିବାର ଗଭୀର ଜଳକୁ 'ମନୁଷ୍ୟକୁ ଗୁଡ଼ାଏ ପାଣି' ବୋଲାଯାଏ ଏହିପରି ହାତୀ ସମ୍ୱନ୍ଧେ ମଧ୍ୟ ହାତୀକୁ ବୁଡ଼ାଏ ପାଣି ବୋଲାଯାଏ]
- ୨. କୌଣସି ଫସଲକୁ ପ୍ଳାବିତ କରିବା ନିମନ୍ତେ କିଆରିରେ ଥରେ ମଡ଼ାଯିବା ଖୁବ୍ ଜଳ —୨. Irrigation of field with copious water for the standing crop.
- ୩. ଏକ ଅସରା ଦୁମୁକା ବର୍ଷା, ଯେଉଁ ବର୍ଷାଦ୍ୱାରା ବିଲ ପୋଖରୀ ବୁଡ଼ିଯାଏ —୩. A deluge of rain; a very heavy shower of rain.