ବୁଡ଼ା ପଡ଼ିବା
ଦେଖଣା
ବୁଡ଼ା ପଡ଼ିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼ା ପଡ଼ିବା
|
ବୁଡ଼ା ମାରିବା, ବୁଡ଼ା ରହିବା ଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଲୁଚି କରି ରହିବା; ଲୁକ୍କାୟିତ ରହିବା — ୧. To keep oneself concealed.
- ୨. ନିଜ କୃତ କୌଣସି କାର୍ଯ୍ୟରେ ନିଜର କର୍ତ୍ତୃତ୍ୱକୁ ପ୍ରକାଶ ନ କରିବା ୨. To pull the wire from behind.