ବୁଡ଼ା ପଥର
ବାଡ଼ା ପାହାଡ଼, ବୁଡ଼ା ପର୍ବତ—ଅନ୍ୟରୂପ
ନଦୀ ବା ସମୁଦ୍ର ଗର୍ଭସ୍ଥ ଯେଉଁ ପଥର ବା ପର୍ବତ ଜଳର ନିମ୍ନରେ ଥାଇ ବାହାରକୁ ଦେଖା ପଡ଼ୁ ନ ଥାଏ —Sunken rock; submarine rock.