ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଦ୍ଧ+ବର)
[ସମ୍ପାଦନା]
ତରୂଣୀକୁ ବା ବାଳିକାକୁ ବିବାହ କରିଥିବା ବୃଦ୍ଧ ବର; ଯେଉଁ ବରର ବୟସ କନ୍ୟାର ବୟସଠାରୁ ଅତ୍ୟନ୍ତ ଅଧିକ —An old man bridegroom (for a girl wife).
(ଉ—ଉଡ଼ି ଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପର, ଜେମାଦେଈ କାନ୍ଦୁଛନ୍ତି ଦେଖି ବୁଢ଼ା ବର ଶିଶୁ ଗୀତ)