Jump to content

ବୁଡ଼ା ବୋକ

ଉଇକିଅଭିଧାନ‌ରୁ

ବୁଡ଼ା ବୋକ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବୁଡ଼ ଧାତୁ+ଧନ୍ୟର୍ଥକ ବୁକ)

[ସମ୍ପାଦନା]
୧. ଅତି ପ୍ରେମ ସହିତ ଦିଆଯିବା ଚୁମ୍ୱନ, ଯାହାକି ଚୁମ୍ୱିତ ବ୍ୟକ୍ତିକୁ ଆହ୍ଲାଦରେ ଡୁବାଇଦିଏ —୧. A hearty or exhiliarating kiss.
୨. ଯେଉଁ ଚୁମ୍ୱକ ଚୁମ୍ୱିତ ଅଙ୍ଗରେ ଗଭୀରରୂପେ ମୁଦିତ ହୁଏ; ଗାଢ଼ ଚୁମ୍ୱନ — ୨. A pressing kiss; a kiss which makes a a deep impression on the limb kissed.