Jump to content

ବୁଡ଼ା ବ୍ୟାଧି

ଉଇକିଅଭିଧାନ‌ରୁ

ବୁଡ଼ା ବ୍ୟାଧି

ଉଚ୍ଚାରଣ

[ସମ୍ପାଦନା]

(ବୁଡ଼ାପୋଗ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -(ସଂସ୍କୃତ - ବୁଡ଼ଧାତୁ+ସଂସ୍କୃତ - ବ୍ୟାଧି)

[ସମ୍ପାଦନା]
୧. ଯେଉଁ ରୋଗର ଲକ୍ଷଣ ବାହାରେ ପ୍ରକାଶ ପଡ଼େ ନାହିଁ, ଅଥଚ ଶରୀର ମଧ୍ୟରେ ତହିଁର ବୀଜ ରହି ଅନିଷ୍ଟ କରେ; ଗୁପ୍ତ ରୋଗ —୧. A hidden disease; a disease of which the symptoms are not manifest on the body.
୨. ଯେଉଁ ରୋଗର ଲକ୍ଷଣ ଚିହ୍ନା ପଡ଼େ ନାହିଁ; ଅହିହ୍ନା ବ୍ୟାଧି —୨. A disease which cannot be diagnosed.