ବୁଡ଼ା ମାରିବା
ଦେଖଣା
ବୁଡ଼ା ମାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼ା ମାରିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ପାଣିରେ ସନ୍ତରଣ କରିବାବେଳେ ଡୁବ ମାରିବା ବା ବୁଡ଼ିବା —୧. To plunge while swimming; to move below the surface of water while swimming.
- ୨. ଜଳରେ ଡୁବି କରି କିଛିକ୍ଷଣ ରହିବା — ୨. To dive in to water; to remain plunged for some time.
[ଯଥା— ମୁଁ ଏଠେଇଁ ବୁଡ଼ା ମାରି ୧ ଫୁଟ୍ ଛଡ଼ାରେ ଉଠିବି]
- ୩. ବୁଡ଼ା ପଡ଼ିବା (ଦେଖ) - —୩. Buṟḍ̠ā paṟḍ̠ibā (see)
- ୪. ଏକଥର ପାଣିରେ ବୁଡ଼ିବା —୪. To plunge or dip in to water; to take a plunge.
ବୁଡ଼ା ମାରିବା
ଦେଶଜ - କ୍ରିୟାପଦ -
[ସମ୍ପାଦନା]ପାଣିରେ ବା କୌଣସି ତୀର୍ଥ ଜଳରେ ମୁଣ୍ଡକୁ ବୁଡ଼ାରେ ଗାଧୋଇବା; ବୁଡ଼ ପାରିବା