Jump to content

ବୁଡ଼ା ଲିଙ୍ଗ

ଉଇକିଅଭିଧାନ‌ରୁ

ବୁଡ଼ା ଲିଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ -

[ସମ୍ପାଦନା]

ଯେଉଁ ମହାଦେବଙ୍କ ଲିଙ୍ଗବିଗ୍ରହ ଶକ୍ତିର ମଧ୍ୟରେ ବୁଡ଼ି ଧରି ଥାଏ, ଅର୍ଥାତ୍ ଶକ୍ତିର ବାହାରକୁ ଦେଖା ପଡ଼େ ନାହିଁ; ଅଦୃଶ୍ୟ ଲିଙ୍ଗ — A phallic-image of Ṡiba which does not rise above the level of the surrounding Ṡakti.

[ଦ୍ରଷ୍ଟବ୍ୟ — ଏ ଅର୍ଥରେ ପ୍ରୟୋଗର ପ୍ରହେଳିକା— 'ଶକତି ଅଛି' ଲିଙ୍ଗ ବୁଡ଼ିଛି, ଚମ୍ପା ଫୁଲଟିକି ନାଗ ଧରିଛି—ନାଆଁ ଦିଆ; ଉତ୍ତର ଏ ପ୍ରହେଳିକାର; ପ୍ରଦୀପ]