Jump to content

ବୁଡ଼ି କରି ପାଣି ପିଇବା

ଉଇକିଅଭିଧାନ‌ରୁ

ବୁଡ଼ି କରି ପାଣି ପିଇବା

ଉଚ୍ଚାରଣ

[ସମ୍ପାଦନା]

(ବୁଡ଼ି ପାଣି ପିଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଜଳରେ ନିମଜ୍ଜିତ ହୋଇଥିବା ଅବସ୍ଥାରେ ଜଳ ପିଇବା — ୧. To drink water while under water.
୨. (ଲକ୍ଷଣାର୍ଥ) ଲୋକଚକ୍ଷୁର ଆଗୋଚରରେ କୌଣସି କାର୍ଯ୍ୟ କରିବା —୨. (figurative) To do a thing secretly.

[ଉ— ବୁଡ଼ି କରି ପାଇଲେ ମହାଦେବ (ଏକାଦଶୀ)ଙ୍କ ବାପା ମଧ୍ୟ ଜାଣିପାରିବେ ନାହିଁ ଢଗ]