ବୁଡ଼ି ପାରିବା
ଦେଖଣା
ବୁଡ଼ି ପାରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼ି ପାରିବା
|
ଦେଶଜ - କ୍ରି. (ସଂସ୍କୃତ - ବୁଡ଼ ଧାତୁ+ପାଳନ)
[ସମ୍ପାଦନା]- ୧. କାର୍ତ୍ତିକ, ମାଘ ଆଦି ଧର୍ମ ମାସରେ ସଂକଳ୍ପ ପୂର୍ବକ ନିୟମିତ ରୂପେ ପ୍ରତିଦିନ ପ୍ରତଃସ୍ନାନ କରିବା —୧. To regularly take early morning bath in observance of the religious vow during Kārttika and other months.
- ୨. ଗାଧୋଇବା; ସ୍ନାନ କରିବା —୨. To bathe.
(ଉ—ବୁଡ଼ ପାରିଲା କଥା ମୁଣ୍ଡ ଶୁଖେଇଲା ବେଳକୁ ନ ଥାଏ—ଢ଼ଗ )