ବୁଡ଼ି ମରିବା
ଦେଖଣା
ବୁଡ଼ି ମରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଜଳକୁ ଡେଇଁ ପଡ଼ି ପ୍ରାଣ ହରାଇବା; ଜଳରେ ପ୍ରାଣ ଝାସିବା —୧. To commit suicide by drowning.
- ୨. ଜଳମଗ୍ନ ହେବା ଅବସ୍ଥାରେ ମୃତ ହେବା —୨. To die by drowning; to be drowned to death.
(ଉ— ପଞ୍ଝାଏ ତେଲି ଗୋଟିଏ ଗବ ପାଇଁ ଧରାଧରି ହୋଇ ପାଣିରେ ବୁଡ଼ି ମରିବା ନ୍ୟାୟ ଢଗ)
- ୩. (ମନୁଷ୍ୟ) ଧ୍ୱସଂପ୍ରାପ୍ତ; ଉତ୍ସନ୍ନ ହେବା —୩. (a person) To be ruined.
(ଯଥା— ସେ ଋଣିରେ ବୁଡ଼ି ମଲେଣି)