Jump to content

ବୁଡ଼ି ରହିବା

ଉଇକିଅଭିଧାନ‌ରୁ

ବୁଡ଼ି ରହିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. (ଦାଗ ବା ଚିହ୍ନ) ଦେହରେ ବସିଯିବା — ୧. (a mark) To be left on the body.

(ଉ— ଅଙ୍ଗଦ ମଣି ଚୁଡ଼ିଚିହ୍ନ ବୁଡ଼ି ରହେ ଦେହେ କବିସୂର୍ଯ୍ୟ. ସଙ୍ଗୀତ)

୨. ଜଳ ମଧ୍ୟରେ କିଛି ସମୟ ବୁଡ଼ିକରି ଅବସ୍ଥାନ କରିବା —୨. To stay for some time under water.
୩. ଅନୁରାଗରେ ବା ପ୍ରୀତିରେ ନିମଜ୍ଜିତ ହେବା —୩. To remain greatly attached to a person.
୪. କୌଣସି କାର୍ଯ୍ୟରେ ବା ଚିନ୍ତାରେ ସର୍ବଦା ମଗ୍ନ ରହିବା —୪. To be always busy or engrossed in any work or thought.