ବୁଡ଼ୁବୁଡ଼ା
ଦେଖଣା
ବୁଡ଼ୁବୁଡ଼ା
ଉଚ୍ଚାରଣ
[ସମ୍ପାଦନା][ବୁଡ଼୍ (ଡ଼ୁ) ବୁଡ଼୍ (ଡ଼ୁ) କା (କି)—ଅନ୍ୟରୂପ]
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ଧ୍ୱନିର୍ଥକ) ଭୁଡ଼ୁ ଭୁଡ଼ୁ ଶବ୍ଦ; ବୋତଲକୁ ପାଣିରେ ବୁଡ଼ାଇଲେ ବୋତଲରେ ପାଣି ପଶିବାବେଳେ ଯେଉଁ ଶବ୍ଦ ହୁଏ — ୧. Bubbling sound produced when a bottle is dipped in water for filling it up.
- ୨. (ସଂସ୍କୃତ - ବୁଦ୍ ବୁଦ୍) —Bubble.