ବୁଡ଼େଇ ପକେଇବା
ଦେଖଣା
ବୁଡ଼େଇ ପକେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼େଇ ପକେଇବା
|
[ବୁଡ଼ା (ଡ଼େ)ଇ ଦେବା—ଅନ୍ୟରୂପ]
ଦେଶଜ - କ୍ରି(କଥାରେ ଜୋର୍ ଦେବା— ପାଇଁ ଓ ବୁଡ଼ାଇବା କ୍ରିୟାର ବିଶିଷ୍ଟତା ସୂଚିତ କରିବା ପାଇଁ ବ୍ୟବହୃତ)
[ସମ୍ପାଦନା]- ୧. ଉପର ଆଚ୍ଛାଦନ କରିବା; ଘୋଡ଼ାଇ ପକାଇବା —୧. To cover the surface of; to overcloud; to over—spread.
- ୨. (ଉଚ୍ଚତର ବା କଠୋରତର ବସ୍ତୁର ସ୍ୱାତନ୍ତ୍ରକୁ ଲୁଚାଇ ଦେବା — ୨. To destroy the prominence or individullity of a lower or softer thing.
(ଯଥା, ମେଘଗର୍ଜନ ସଙ୍ଗୀତର ସ୍ୱରକୁ ବୁଡ଼ାଇ ପକାଇଲା)
- ୩. ଜଳପ୍ଲାବିତ କରିବା —୩. To inundate; to flood.