ବୁଡ଼େଇ ରଖିବା
ଦେଖଣା
ବୁଡ଼େଇ ରଖିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼େଇ ରଖିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. କିଛିକାଳ ପ୍ରର୍ଯ୍ୟନ୍ତ ଜଳରେ ନିମଜ୍ଜିତ କରିବା; ବତୁରାଇବା — ୧. To cause a thing to be underwater for some time ; to keep a thing immersed in water.
- ୨. (ଲକ୍ଷଣାର୍ଥ) ଗୋପନ ରଖିବା; ଲୁଚାଇବା —୨. (figurative) To conceal; to keep a matter secret.