ବୁଡ଼େଈ
ଦେଖଣା
ବୁଡ଼େଈ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼େଈ
|
[ବୁଡ଼ା—ପୁଂଲିଙ୍ଗ ଆକାର]
ଦେଶଜ - ବିଶେଷଣ - ସ୍ତ୍ରୀ
[ସମ୍ପାଦନା]- ୧. ଯେଉଁ ସ୍ତ୍ରୀ ପରକୁ କଳଙ୍କରେ ବୁଡ଼ାଇ ଦିଏ; ଅପବାଦ ରଟନା କରିବାଦ୍ୱାରା ଯେଉଁ ସ୍ତ୍ରୀ ଅନ୍ୟ ବ୍ୟକ୍ତିର ଅନିଷ୍ଟ ଘଟାଏ —୧. (a woman) who defames another, scandal-bearing (woman)
- ୨. ଯେ ଡୁବାଏ ବା ନଷ୍ଟ କରେ —୨. Spoling.
[ଦ୍ରଷ୍ଟବ୍ୟ — ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ଲାଗେ ଯଥା— କୁଳ ବୁଡ଼େଈ, ଘର ବୁଡ଼େଈ; ବଂଶ ବୁଡ଼େଈ]