Jump to content

ବୁଡ଼ କରିବା

ଉଇକିଅଭିଧାନ‌ରୁ

ବୁଡ଼ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]

କାର୍ତ୍ତିକାଦି ପୁଣ୍ୟ ମାସରେ ସୁର୍ଯ୍ୟଦୋୟ ପୂର୍ବରୁ ନଦୀର ବା ବାରୁଣୀ ଯୋଗରେ ତୀର୍ଥରେ ସ୍ନାନ କରିବା — To take an early morning bath in a river or sacred water in the month of Kārttika or other sacerd time.

[ଉ—ବିଗତ ଶଯ୍ୟା ପ୍ରାତରେ; ବୁଡ଼ କରେ ସାଧୁନୀରେ ଭଞ୍ଜ. ବୈଦେହୀଶବିଲାସ ]