ବୁଡ଼ ଦେବା
ଦେଖଣା
ବୁଡ଼ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼ ଦେବା
|
ବୁଡ଼ ପକା(କେ)ଇବା, ବୁଡ଼ ମାରିବା,ବୁଡ଼ ଗାଳିବା,ବୁଡ଼ୁ ଗାଳିବାଅନ୍ୟରୂପ
ଦେଶଜ - କ୍ରିୟାପଦ -
[ସମ୍ପାଦନା]ମୁଣ୍ଡ ବୁଡ଼ାଇ ସ୍ନାନ କରିବା; ପାଣିରେ ନିନମଜ୍ଜିତ ହୋଇ ସ୍ନାନ କରିବା —୧. To take a bath by immersion; to take a plunge.
- ୨. ବାରୁଣୀ ଯୋଗ ସମୟରେ ତୀର୍ଥରେ ସ୍ନାନ କରିବା —୨. To take a bath in some sacred water on some auspicious occasion.
- ୩. କୁଟୁମ୍ୱୀଙ୍କର ବା ନିକଟରେ ସମ୍ପର୍କୀୟ ବନ୍ଧୁ ମ଼ତ୍ୟୁର ଦଶାହ ଉପଲକ୍ଷରେ ଶୁଦ୍ଧିସ୍ନାନ କରିବା —୩. To take a purificatory bath on the ୧୦th day of a relative's or kinman's death.
- ୩. କାର୍ତ୍ତିକ, ମାଘ, ବୈଶାଖ ଓ ଆଷାଢ଼ ମାସରେ ବ୍ରତ ପାଳନର ଅଙ୍ଗ ରୂପେ ପ୍ରାତଃସ୍ନାନ କରିବା — ୪. To take a bath early in the religious vow during the months of 'Kārttika', Māgha, b&aline;i̱ṡākha and Āshāṟḍ̠ẖa.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କୌଣସି ବ୍ୟକ୍ତିକୁ ପାଣିରେ ବୁଡ଼ାଇବା —୧. To drown a person.
- ୨. ଡ଼ୁବନ କରିବା; ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରିବା ପାଇଁ (ପାଦ୍ରୀ) ଭକ୍ତକୁ ପାଣିରେ ଡ଼ୁବାଇବା —୩. To baptise.
ବୁଡ଼ ଦେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଡ଼ ଦେବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. କୌଣସି ବ୍ୟକ୍ତିକୁ ଜଳରେ ବୁଡ଼ାଇ ଦେବା —୧. To dip another person in water.
- ୨. ନିଜେ ପାଣିରେ ବୁଡ଼ିବା —୧. To dip oneself under water; to take a plunge.