ବୁଢ଼ନ୍ତରା ରସ
ଦେଖଣା
ବୁଢ଼ନ୍ତରା ରସ
ଉଚ୍ଚାରଣ
[ସମ୍ପାଦନା](ବୁଢ଼ନ୍ତରା ବଟିକା—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃହତ୍ତାର ରସ)
[ସମ୍ପାଦନା]ମହୁରା, ହିଙ୍ଗୁଳ, ମନଃଶିଳା ଓ ଟାଙ୍ଗଣା ସମଭାଗରେ ଅଦା— ରସରେ ମର୍ଦ୍ଦନ କରାଯାଇ ପ୍ରସ୍ତୁତ ହେବା ରସ ବା ବଟିକା —A pill or compound made of aconite, sulphate of mercury, red arsenic, borax in equal proportions rubbed in ginger-juice.
[ଦ୍ରଷ୍ଟବ୍ୟ —ଏହାକୁ ପିପ୍ପଳି ଚୂର୍ଣ୍ଣ ସହିତ ଖାଇଲେ ଆମଜ୍ୱର ଭଲ ହୁଏ]