ବୁଢ଼ା ଅସୁର
ଦେଖଣା
ବୁଢ଼ା ଅସୁର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଢ଼ା ଅସୁର
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଦ୍ଧ ଓ ଅସୁର
[ସମ୍ପାଦନା]- ୧. କାହାଣୀରେ ବର୍ଣ୍ଣିତ ବୃଦ୍ଧ ରାକ୍ଷସ —୧. Old demon of folktales.
- ୨. (ଘୃଣାର୍ଥକ) ଉଦରମ୍ଭରୀ ବୃଦ୍ଧଲୋକ; ପେଟୁ ବୁଢ଼ା —୨. A greedy old man.