Jump to content

ବୁଢ଼ା ଚାନ୍ଦ

ଉଇକିଅଭିଧାନ‌ରୁ

ବୁଢ଼ା ଚାନ୍ଦ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ବୃଦ୍ଧ+ଚନ୍ଦ୍ର)

[ସମ୍ପାଦନା]
୧. (ଶିଶୁ ବଚନ) କୁମାର— ପୂର୍ଣ୍ଣିମା ସନ୍ଧ୍ୟାବେଳେ ନବୋଦିତ ଚନ୍ଦ୍ରଙ୍କୁ ନୈବେଦ୍ୟ କରା ଯାଇଥିବା ଛେନାଗୁଡ଼ ଚକଟା (ଯାହାକୁ ଶିଶୁମାନେ ପରସ୍ପର ଖୁଆଖୋଇ ହୋଇ ପରସ୍ପର ସଙ୍ଗେ 'ଚାନ୍ଦ' ବସନ୍ତି), ଯାହାକୁ ନୈବେଦ୍ୟ ହେବା ସଙ୍ଗେ ସଙ୍ଗେ ବ୍ୟବହାର କରା ନ ଯାଇଥାଏ —୧. An offering of sweets made to the moon in the evening of the Kumāra Purṇṇimā, if kept unused for some time .
୨. ବହୁକାଳ ହେଲା ଉଦିତ ପୂର୍ଣ୍ଣଚନ୍ଦ୍ର —୨. A long-risen full moon.

[ଦ୍ରଷ୍ଟବ୍ୟ — ଚାନ୍ଦ ବୁଢ଼ା ହେବା ପୂର୍ବରୁ ଶିଶୁମାନଙ୍କ ମଧ୍ୟରେ ତାହା ବ୍ୟବହୃତ ହେବା ପାଇଁ ବର୍ଷିୟଷୀମାନେ କହନ୍ତି]