Jump to content

ବୁଢ଼ା ଚୋର

ଉଇକିଅଭିଧାନ‌ରୁ

ବୁଢ଼ା ଚୋର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଦ୍ଧ+ଚୌର)

[ସମ୍ପାଦନା]
୧. ଚୋରି ବିଦ୍ୟାରେ ଅଭ୍ୟସ୍ତ ବା ପାରଙ୍ଗମ ବ୍ୟକ୍ତି; ପୁରୁଣା ଚୋର — ୧. An old thief.

(ଉ—ବୁଢ଼ା ଚୋରକୁ ଚୋରି ଶିଖଉଛି ! —ଢଗ)

୨. ଚୋରି କରୁଥିବା ବୃଦ୍ଧ ବ୍ୟକ୍ତି — ୨. An old man who is a thief.