Jump to content

ବୁଢ଼ା ଛୁଇଁ

ଉଇକିଅଭିଧାନ‌ରୁ

ବୁଢ଼ା ଛୁଇଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଦ୍ଧ+ଶିମ୍ୱୀ)

[ସମ୍ପାଦନା]

ଯେଉଁ ଛୁଇଁର (ଯଥା—ସଜନା, ବରଗଡ଼ା) ସୁପରିଣତ ଓ ସୁଖାଦ୍ୟ ବା ସୁପାଚ୍ୟ ବା କୋମଳ ହେବା ଅବସ୍ଥା ଟପି ଯାଇଅଛି —Pod which passed the state of tendrness.

[ଦ୍ରଷ୍ଟବ୍ୟ —ଛୁଇଁ ବୁଢ଼ା ହୋଇଗଲେ ତାହାର ଚୋପା ଓ ବୀଜ ଟାଣୁଆ ଓ ଅଖାଦ୍ୟ ହୋଇଯାଏ]