ବୁଢ଼ା ବିଭା
ଦେଖଣା
ବୁଢ଼ା ବିଭା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଢ଼ା ବିଭା
|
[ବୁଢ଼ାକାଳ ବିଭା (ବାହା, ଭିଆ), ବୁଢ଼ାବାହା—ଅନ୍ୟରୂପ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୃଦ୍ଧବିବାହ)
[ସମ୍ପାଦନା]ବୃଦ୍ଧ ବ୍ୟକ୍ତିର ବାଳିକା ସହିତ ବିବାହ —Marriage of an old man with a girl