ବୁଢ଼ା ମିଆଁ
ଦେଖଣା
ବୁଢ଼ା ମିଆଁ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଢ଼ା ମିଆଁ
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ବୃଦ୍ଧ ମୁସଲ୍ମାନ —୧. An old Mohomedan.
- ୨. ଦଳ ମଧ୍ୟରେ ବୁଦ୍ଧ ଲୋକ —୨. The eldest person in a group.
- ୩. ଦଳର ନେତା —୩. The leader of a group.
- ୪. (ଶିଶୁବଚନ) ବୁଢ଼ା ଆଙ୍ଗୁଠି —୪. The thumb.
[ଉ— ଏଉଟି ବୋଇଲା, କିସ କରିବା? ଏଉଟି ବୋଇଲା, କିସ ଖାଇବା? ଏଉଟି ବୋଇଲା, କାହୁଁ ଆଣିବା? ଏଉଟି ବୋଇଲା, ଋଣ କରିବା ବୁଢ଼ାମିଆଁ ଥାଇ ବୋଇଲା, ଖାଇବା ପିଇବା ପଳେଇବା ପାଞ୍ଚଆଙ୍ଗୁଠି ସମ୍ୱନ୍ଧେ ଶିଶୁବାକ୍ୟ]