Jump to content

ବୁଢ଼ା ଶୁଆ

ଉଇକିଅଭିଧାନ‌ରୁ

ବୁଢ଼ା ଶୁଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଦ୍ଧ ଶୁକ)

[ସମ୍ପାଦନା]
୧. ଅଧିକ ବୟସ୍କ ଶୁକପକ୍ଷୀ — ୧. A parrot grown by old.
୨. (ଲକ୍ଷଣାର୍ଥ) —ବାଲ୍ୟାବସ୍ଥା ଗତ ହେବା ପରେ ଯେ ବିଦ୍ୟାଶିକ୍ଷା କରେ —୨. (figuratīve) A student past his boyhood.

[ଦ୍ରଷ୍ଟବ୍ୟ —ଶୁଆଙ୍କୁ ପିଲାଦିନରୁ ଧରିଆଣି ପଦ ପ଼ଢ଼ାଇଲେ ସେମାନେ ପଦ ଧରନ୍ତି, କିନ୍ତୁ ବୁଢ଼ା ଶୁଆକୁ ଧରିଆଣି ପଢ଼ାଇଲେ ସେ ପଦ ଧରେ ନାହିଁ, କେବଳ 'କଟର କଟର' ଦେଇଥାଏ; ସେହିପରି ବାଲ୍ୟକାଳରେ ବିଦ୍ୟାରମ୍ଭ ନ କରି ଯେ ବଡ଼ ହୋଇଗଲେ ପାଠ ପଢ଼େ ତାକୁ ପାଠ ପଇଟେ ନାହିଁ; ଏଥିପାଇଁ ସେପରି ବିଦ୍ୟାର୍ଥୀକୁ ଲକ୍ଷ୍ୟ କରି ଲୋକେ କହି ଥାଆନ୍ତି 'ବୁଢ଼ାଶୁଆ କଟର କଟର']