Jump to content

ବୁଢ଼ା ହଡା

ଉଇକିଅଭିଧାନ‌ରୁ

ବୁଢ଼ା ହଡା

ଉଚ୍ଚାରଣ

[ସମ୍ପାଦନା]

ନେ. ବିଶେଷ୍ୟ - ପୁଲିଙ୍ଗ - (ସହଚର ଶବ୍ଦ)

[ସମ୍ପାଦନା]
୧. ବୃଦ୍ଧବ୍ୟକ୍ତିଗଣ — ୧. Old people.

ଅନୁବାଦ

[ସମ୍ପାଦନା]
(ବୁଢ଼ାହଡ଼ୀ, ବୁଢ଼ୀବ଼ଡ଼ୀ—ସ୍ତ୍ରୀ) 
୨. ବୁଦ୍ଧ ଓ ଦୁର୍ବଳ ବ୍ୟକ୍ତିଗଣ —୨. Old and weak persons.
୩. ବୃଦ୍ଧ ଓ ଶୀର୍ଣ୍ଣବଳଦ — ୩. Old and incapable bullouk,
୪. ବୁଦ୍ଧ ଓ ଅକ୍ଷମ ବ୍ୟକ୍ତି —୪. An old and weak person

ଦେଶଜ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଅତିଶୟ ବୁଢ଼ା ଓ ଅସମର୍ଥ —Old and incapable; decrepit.