Jump to content

ବୁଢ଼ା ହେବା

ଉଇକିଅଭିଧାନ‌ରୁ

ବୁଢ଼ା ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ବାର୍ଦ୍ଧକ୍ୟ ପ୍ରାପ୍ତ ହେବା —୧. To be come old; to attain a good old age.

[ଉ—ବୁଢ଼ା ହେବା ପତିକି ନବୀନା ତରୁଣୀ କୃଷ୍ଣସିଂହ. ମହାଭାତ ବକ ]

୨. (ବାଇଗଣ କାକୁଡ଼ି ଆଦି ଫଳ) ବେଶି ପକ୍ୱ ହେବା —୨. To become over-matured (said of fruits).

[ଦ୍ରଷ୍ଟବ୍ୟ — ଯେଉଁ ଫଳ ପାଚିଲେ ସଢ଼ିଯାଏ (ଯଥା—ଆମ୍ୱ, ପଣସ), ତା ପ୍ରତି ବୁଢ଼ା ଶବ୍ଦ ପ୍ରୟୋଗ କରାଯାଏ ନାହିଁ, କିନ୍ତୁ ଯେଉଁ ଫଳ ପାଚିଲେ ବେଶି ଟାଣୁଆ ହୁଏ (ଯଥା— କଖାରୁ, କାକୁଡ଼ି, ଲାଉ, ବାଇଗଣ) ତା ପ୍ରତି ଏ ଶବ୍ଦ ପ୍ରୟୋଗ କରାଯାଏ ଛୁଇଁପ୍ରତି ମଧ୍ୟ ବୁଢ଼ାଶବ୍ଦ ପ୍ରଯୁକ୍ତ ହୁଏ]