Jump to content

ବୁଢ଼ୀ

ଉଇକିଅଭିଧାନ‌ରୁ

ବୁଢ଼ୀ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବୃଦ୍ଧା)

[ସମ୍ପାଦନା]
୧. ବୁଢ଼ାର ସ୍ତ୍ରୀଲିଙ୍ଗ — ୧. Old woman.
୨. ପିଲାଙ୍କ ବୁଢ଼ିଆଣୀ ଖେଳରେ ଯେଉଁ ପିଲା ବୁଢୀ ବା ବୁଢ଼ୀଆଣୀ ସାଜି ବସେ ଓ ଯାହାକୁ ଅନ୍ୟ ପିଲାମାନେ ଛୁଇଁ ବାରେ ପ୍ରତିଯୋଗିତା କରନ୍ତି —୨. The boy or girl in the Buṟḍ̠ẖiāṇī game who acts the part of a Buṟḍ̠ẖī or Burdhianā and to touch whom other players compete.

[ଦ୍ରଷ୍ଟବ୍ୟ — ବୁଢ଼ୀଆଣୀ ତଳେ ନୋଟ୍ ଦେଖ]

୩. ଶିଶୁ ବାଳିକାଙ୍କ ପ୍ରତି ସ୍ନେହସୂଚକ ଡାକ —୩. A term of endearment addressed to infant girls.
୪. ପରିବାରର ବୃଦ୍ଧତମା ସ୍ତ୍ରୀ —୫. The oldest or seniormost lady in the family.

ବିଶେଷଣ - ସ୍ତ୍ରୀ.

[ସମ୍ପାଦନା]

ବୃଦ୍ଧା (ସ୍ତ୍ରୀ) —Old (woman).