ବୁଢ଼ୀମାଉସୀ ଖେଳ
ଦେଖଣା
ବୁଢ଼ୀମାଉସୀ ଖେଳ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପିଲାମାନଙ୍କର ଏକପ୍ରକାର ଖେଳ — A play amongst children.
[ଦ୍ରଷ୍ଟବ୍ୟ —ଏଥିରେ ଜଣେ ବାଳିକା ବୁଢୀ— ମାଉସୀ ସାଜି ହାତରେ ଖଣ୍ଡିଏ ବାଡ଼ି ଧରି ଅଣ୍ଟା ନଇଁ ନଇଁ ବୁଢ଼ୀ ପରି ଧୀରେ ଧୀରେ ଚାଲୁଥାଏ, ଅନ୍ୟ ପିଲାମାନେ ତା ଚାରି ପାଖରେ ବିଚରଣ କରୁଥାଆନ୍ତି ଓ ତାକୁ କହୁ ଥାଆନ୍ତି 'ବୁଢ଼ୀ ମାଉସୀ'! କୁଆଡ଼େ ବାଟ? ବୁଢ଼ୀ ସେମାନଙ୍କୁ 'କୁଆଡ଼େ ବାଟ? ପ୍ରଶ୍ନ ପଚାରୁ ଥାଏ ଓ ସେମାନେ ମଧ୍ୟ ବଢ଼ୀକୁପ୍ରଶ୍ନ ପଚାରୁ ଥାଆନ୍ତି ଏବଂ ପରସ୍ପର ମଧ୍ୟରେ ଉତ୍ତର ଦିଆ ଦେଇ ହେଉ ଥାଆନ୍ତି ଓ ବୁଲୁଥାଆନ୍ତି]