ବୁଢ଼ୀ ଅସୁରୁଣୀ
ଦେଖଣା
ବୁଢ଼ୀ ଅସୁରୁଣୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଢ଼ୀ ଅସୁରୁଣୀ
|
(ବୁଢ଼ୀଡାହାଣୀ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - ସ୍ତ୍ରୀ—(ସଂସ୍କୃତ - ବୃଦ୍ଧା ରାକ୍ଷସୀ)
[ସମ୍ପାଦନା]- ୧. କାହାଣୀରେ କଥିତ ବୃଦ୍ଧା ରାକ୍ଷସୀ — ୧. The old hag (demoness) of the folk tales.
- ୨. (ଗାଳି) ଯେଉଁ ବୁଢ଼ୀ ସୁକୁମାର ଶିଶୁମାନଙ୍କ ଉପରେ କୁ ଦୁଷ୍ଟି ପକାଇ ତାଙ୍କର ରକ୍ତ ଶୋଷି ନିଏ — ୩. An old blood-sucking witch