ବୁଢ଼ୀ ଦିନ
(ବୁଢ଼ୀକଳ, ବୁଢ଼ୀ ବଅ(ୟ)ସ, ବୁଢ଼ୀବେଳ—ଅନ୍ୟରୂପ)
ସ୍ତ୍ରୀର ବାର୍ଦ୍ଧକ୍ୟ —A woman's old age
[ଉ—ବୁଢ଼ୀଦିନେ ହରିନନ୍ଦିରା ଚିତା—ଢଗ]