ବୁଢ଼ୀ ଧଡ଼ୀ
ଦେଖଣା
ବୁଢ଼ୀ ଧଡ଼ୀ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୁଢ଼ୀ ଧଡ଼ୀ
|
ଦେଶଜ - ବି— (ସହଚର ଶବ୍ଦ)
[ସମ୍ପାଦନା]- ୧. ବୁଦ୍ଧା ଓ ଜାର୍ଣ୍ଣକାୟା ସ୍ତ୍ରୀ —୧. Old and worn out woman.
- ୨. ବିଗତଯୌବନା ଓ ବିଗତସୌନ୍ଦର୍ଯ୍ୟା ସ୍ତ୍ରୀ —୨. A woman past her youth and who has lost her plumpness and beauty.