Jump to content

ବୁଢାଳିଆ

ଉଇକିଅଭିଧାନ‌ରୁ

ବୁଢାଳିଆ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ବୃଦ୍ଧ ବ୍ୟକ୍ତିର ଉପଯୋଗୀ — ୧. Befitting an old man.

(ଯଥା—ବୁଢ଼ାଳିଆ ଢ଼ଙ୍ଗ)

୨. ପ୍ରାୟ ସୁପରିପକ୍ୱ (ଫଳ) —୨. Almost ripe.

(ଯଥା—ବୁଢ଼ାଳିଆ ବାଇଗଣ)

୩. ଅକାଳ ପକ୍ୱ —୩. Untimely ripe.