Jump to content

ବୁଣଟ

ଉଇକିଅଭିଧାନ‌ରୁ

ବୁଣଟ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ସଂସ୍କୃତ - ବେ. ଧାତୁ=ବୟନ)

[ସମ୍ପାଦନା]
୧. ଲୁଗା ବୁଣିବା ବା ଚଉକିରେ ବେତ ବୁଣିବା ଆଦି କର୍ମ —୧. Act of weaving cloth or cane.
୨. ବସ୍ତ୍ରର ସୁତା ବୁଣା କିମ୍ୱା ଚଉକିର ବେତ ବୁଣାର ନିବିଡ଼ତା —୨. The density of the texture of a cloth or chair or other woven work.
୩. ଘର ଚାଳର ରୁଅରେ ବତା ପକାଇ ବତାକୁ ବେତ ଲଇରେ ବା କତାରେ ବୁଣିବା କର୍ମ — ୩. The act of tying split bamboos to the rafters of a thatched frame with strings or strips of cane.