Jump to content

ବୁଣିବା

ଉଇକିଅଭିଧାନ‌ରୁ

ବୁଣିବା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବେ, ବପ ଧାତୁ ବୟନ; ବୟନ)

[ସମ୍ପାଦନା]
୧. (ଲୁଗା ଆଦି ବୟନ କରିବା; ବସ୍ତ୍ର ନିର୍ମାଣ କରିବା —୧. To weave cloth .

(ଯଥା—ଲୁଗା, ସତରଞ୍ଜି, ଗାଲିଚା)

୨. (ସଂସ୍କୃତ - ବପନ) କ୍ଷେତରେ ମଞ୍ଜି ବୁଣିବା —୨. To sow seeds broadcast.

(ଯଥା—ଧାନ ବୁଣିବା; ବୀଜ ବୁଣିବା)

୩. ଇତସ୍ତତଃ ବିକ୍ଷପ୍ତ କରିବା; ଭୂମିରେ ବିଞ୍ଚିବା — ୩. To strew or scatter on the ground.

(ଉ—ଛାମୁ ନଜର ମଣିମୟ ମଣ୍ଡନ ଶ୍ରେଣୀ ବୁଣିଦେଲୁ ପୁଣି ମୃଗଦୃଶାରେ କବିସୂର୍ଯ୍ୟ. ସଙ୍ଗୀତ)

ଅନୁବାଦ

[ସମ୍ପାଦନା]
୪. (ବେ ଧାତୁ) ସୂତା , ବେତଲଇ କିମ୍ୱା ଅନ୍ୟ କୌଣସି ପତଳା ସରୁ ଜିନିସକୁ ପରସ୍ପର ଛନ୍ଦିବା —୪. To interlace; to darn; to knit

(ଉ—ମାତ୍ର ତାଙ୍କ ଦେହ ଉର୍ଣ୍ଣନାଭ ଠାବେ ଠାବେ, ବୁଣିଥିଲା ଜାଲ ରାଧାନାଥ ଯଯାତି କେଶରୀ)

ଅନୁବାଦ

[ସମ୍ପାଦନା]
୫. (ଲକ୍ଷଣାର୍ଥ) ଦେଶର ସବୁ ଆଡେ ପ୍ରଚାର କରିବା —୫. (figurative) To publish any thing broadcast.

(ଯଥା—(ସରକାର) ଦେଶ ଯାକ ଜ୍ଞାନ ବୁଣୁଛନ୍ତି)

ଅନୁବାଦ

[ସମ୍ପାଦନା]
୬. (ଟଙ୍କା) ବହୁତ ବ୍ୟୟ କରିବା ବା ଲଗାଣ କରିବା —୬. To invest or or spend a large amount of money

(ଉ—କଣ୍ଡୁରିଆ ବହୁତ ଟଙ୍କା ବୁଣିଦେଲା କୁନ୍ତଳା କୁମାରୀ ନଅତୁଣ୍ଡୀ