Jump to content

ବୁତା

ଉଇକିଅଭିଧାନ‌ରୁ

ବୁତା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

କାର୍ଯ୍ୟ; କର୍ମ; ଆବଶ୍ୟକ କାର୍ଯ୍ୟ — Buainess; work in hand.

(ଯଥା—ମୁଁ ଆଜି

ସେଠାକୁ ଯାଇ ପାରିବ ନାହିଁ ମୋର ଏଠାରେ ବୁତା ଅଛି)